ମାଷ୍ଟରକ୍ୟାଣ୍ଟିନ ବସ୍‌ଷ୍ଟାଣ୍ଡର ଦୁରାବସ୍ଥା : ବସ୍‌ଷ୍ଟାଣ୍ଡରେ ପଶିବାକୁ ନାକରେ ରୁମାଲ ବାନ୍ଧିବା ଜରୁରୀ

ଭୁବନେଶ୍ୱର: ବରମୁଣ୍ଡା ବସ୍‌ଷ୍ଟାଣ୍ଡ ପରେ ମାଷ୍ଟରକ୍ୟାଣ୍ଟିନସ୍ଥିତ ମୋ’ ବସ୍‌ଷ୍ଟାଣ୍ଡ ରାଜଧାନୀର ଅନ୍ୟତମ ଜନବହୁଳ ବସ୍‌ଷ୍ଟାଣ୍ଟ। ଏଠାରୁ ରାଜଧାନୀର ବିଭିନ୍ନ ସ୍ଥାନକୁ ମୋ’ ବସ୍‌ ଯାଉଥିବା ବେଳେ ଖୋର୍ଦ୍ଧା, ପୁରୀ, ଜଟଣୀ, କଟକ ଆଦି ବହୁ ଦୂର ସ୍ଥାନକୁ ବସ୍‌ ଯାତୟାତ କରୁଛି। ପ୍ରତିଦିନ ରେଳଷ୍ଟେସନକୁ ଆସୁଥିବା ଶହଶହ ଯାତ୍ରୀ ବସ୍‌ରେ ଆସି ଏଠାରେ ଓହ୍ଲାନ୍ତି। ତେଣୁ ପ୍ରତିଦିନ ହଜାର ହଜାର ଲୋକ ଏହି ବସ୍‌ଷ୍ଟାଣ୍ଡ ଉପରେ ନିର୍ଭର କରନ୍ତି। କିନ୍ତୁ … Continue reading ମାଷ୍ଟରକ୍ୟାଣ୍ଟିନ ବସ୍‌ଷ୍ଟାଣ୍ଡର ଦୁରାବସ୍ଥା : ବସ୍‌ଷ୍ଟାଣ୍ଡରେ ପଶିବାକୁ ନାକରେ ରୁମାଲ ବାନ୍ଧିବା ଜରୁରୀ